ବୌଦ୍ଧ ସଦର: ତାଳପଦର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେବା ନିବୃତି କ୍ଲଷ୍ଟର ସ୍ତରୀୟ ସମର୍ଦ୍ଧନା ସଭା ଅନୁଷ୍ଠିତ
ବୌଦ୍ଧ ବ୍ଲକ ଖଲିଆପାଲି ପଞ୍ଚାଯତ ଅନ୍ତର୍ଗତ ତାଳପଦର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରବିବାର କ୍ଲଷ୍ଟର ସ୍ତରୀୟ ସେବା ନିବୃତି ସମର୍ଦ୍ଧନା ସଭା crcc ଗଜେନ୍ଦ୍ର ମହାଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ତାଳପଦର ର୍କ୍ଲୋଷ୍ଟର ବାଗଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଫଗୁନୁ ମେହେର ଓ ତବଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚମ୍ପେଶ୍ୱର୍ ବେଜୀ ତାଙ୍କର ଶିକ୍ଷକତା ବୃତି ରୁ ଅବସର ଗ୍ରହଣ କରିଥିବା ବେଳେ ଆଜି ଉଭୟଙ୍କୁ କ୍ଲଷ୍ଟର ସ୍ତରୀୟ ସେବା ନିବୃତ୍ତି ସମର୍ଦ୍ଧନା ଜ୍ଞାପନ କରାଯାଇଛି l