ସତ୍ୟବାଦୀ: କଣାସ ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମର ବିଜେପି କର୍ମୀଙ୍କ ହୃଦଘାତରେ ମୃତ୍ୟୁ ଘଟଣା, ମୂତକ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ
Satyabadi, Puri | Sep 6, 2025
ଗତକାଲି ରାତି 11ଟାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକର ଖଣ୍ଡହତା ଗ୍ରାମର ବରିଷ୍ଠ ବିଜେପି କର୍ମୀ ସୁରେନ୍ଦ୍ର ସାହୁଙ୍କ...