ଭଟଲି: କୁଶନପୁରୀ ବିଜୟାଛକରେ ପୁରସ୍କାରବିତରଣଉତ୍ସବ ଉଦଯାପିତ,ଯୋଗ ଦେଲେ ଭଟଲି ବିଧାୟକ
କୁଶନପୁରୀବିଜୟାଛକରେପୁରସ୍କାରବିତରଣଉତ୍ସବଉଦଯାପିତ,ଯୋଗ ଦେଲେ ଭଟଲି ବିଧାୟକ ଭଟଲିବ୍ଳକ କୁଶନପୁରୀ ବିଜୟାଛକରେ ସାର୍ଵଜନୀନ ଦୁର୍ଗାପୂଜା ଚଳିତବର୍ଷ୫୦ବର୍ଷପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଥିବା ବେଳେ ଆଜି ସନ୍ଧ୍ୟା ୬ଟା ରେ ପୁରସ୍କାର ବିତରଣ ଉତ୍ସବ ଉଦଯାପିତ ହୋଇଯାଇଛି।ଏହିଅବସରରେ ଭଟଲି ବ୍ଳକ କୁଶନପୁରୀଗ୍ରାମରେ ଥିବା ଦିବ୍ୟକଳା କ୍ଷେତ୍ର ପକ୍ଷରୁ ଅଧ୍ୟକ୍ଷ ବିଶ୍ୱଜିତ ଭୋଇଙ୍କ ନେତୃତ୍ୱରେ ବ୍ଳକର ବିଭିନ୍ନ ଗ୍ରାମର ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁନେଇ ହଜିଯାଉଥିବା କଳା ଓ ସଂସ୍କୃତି କୁନେଇଏକବ୍ଳକସ୍ତରୀୟଚିତ୍ରାଙ୍କନ,ଚିତ୍ରକଳା,ଏକକ ଅଭିନୟ ହୋଇଥିଲା।