ପୋଡିଆ: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ସୁପୁଲୁର ଗ୍ରାମରେ ୧୦୦ ବର୍ଷର ପୁରୁଣା ତେନ୍ତୁଳିଗଛ କାଟି ସଫା କଲା ଅଗ୍ନିଶମ ବିଭାଗ
Podia, Malkangiri | Aug 31, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ସୁପୁଲୁର ଗ୍ରାମରେ ଦୀର୍ଘ ଦିନ ଧରି ଅଲୋଡା ଭାବେ ପଡ଼ି ରହିଥିବା ଶହେ ବର୍ଷର ପୁରୁଣା ତେନ୍ତୁଳିଗଛ...