ଅନୁଗୋଳ: ଜଗନ୍ନାଥ କୋଇଲା ଖଣି ଅଧିକାରୀଙ୍କ ଅଫିସ୍ ସମ୍ମୁଖରେ ଆନ୍ଦୋଳନ କରି ପ୍ରତିକ୍ରିୟା ରଖିଲେ ମୋନାଲିସା ମହାନ୍ତି
Anugul, Angul | Nov 15, 2025 ଅନୁଗୋଳ ଜିଲ୍ଲା ତାଳଚେରରେ ଥିବା ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜରେ ଷ୍ଟାଫ ନର୍ସଙ୍କ ଏରିଅର୍ ଟଙ୍କା ମିଳି ନଥିବାରୁ ପ୍ରାୟ ପାଞ୍ଚ ଶହ କର୍ମଚାରୀ ଆନ୍ଦୋଳନ କରିଥିବା ସୂଚନା ମିଳିଛି। ସେମାନଙ୍କ କହିବା ଅନୁଯାୟୀ ଉର୍ମିଳା ଏଜେନ୍ସି ପ୍ରାୟ ଦେଢ଼ ବର୍ଷର ଏରିଅର ଟଙ୍କା ଦେଇ ନାହିଁ। ଆଜି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଟଙ୍କା ମିଳି ନଥିବାରୁ କର୍ମଚାରୀ ମାନେ ଆନ୍ଦୋଳନ କରୁଥିବା ସୂଚନା ମିଳିଛି।