ବାଲିଗୁଡା: ବାଲିଗୁଡା ଥାନା ଅଞ୍ଚଳରେ ପୁଣିଥରେ 100ଏକର ରୁ ଉର୍ଦ୍ଧ ଗଞ୍ଜେଇ ଗଛ କୁ ନଷ୍ଟ କରିଛନ୍ତି ତୁମୁଡିବନ୍ଧ ପୁଲିସ,
ବାଲିଗୁଡା ଥାନା ଅଞ୍ଚଳରେ ପୁଣିଥରେ 100ଏକର ରୁ ଉର୍ଦ୍ଧ ଗଞ୍ଜେଇ ଗଛ କୁ ନଷ୍ଟ କରିଛନ୍ତି ତୁମୁଡିବନ୍ଧ ପୁଲିସ, ଏହି ଅଭିଯାନ ଟି ଗୁରବାର ସକାଳ 8ରୁ ଅପରାହ୍ନ 4ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା