ପାଳ ଗଦା ତଳୁ ଜୀବିତ ନବଜାତ କନ୍ୟା ସନ୍ତାନ ଉଦ୍ଧାର l ଦଶପଲ୍ଲା ଥାନା ଖଣ୍ଡପଡ଼ା ଗ୍ରାମ ର ରାମଚନ୍ଦ୍ର ବରାଳ ଙ୍କ ଘର ପାଖ ପାଳ ଗଦା ତଳୁ କନ୍ୟା ସନ୍ତାନ ଟିକୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ , ଶିଶୁ ଟିର ସ୍ବାସ୍ଥ୍ୟ ଅବସ୍ଥା ସ୍ତିର ଥିବା ନେଇ ଡାକ୍ତର ସୂଚନା ଦେଇଥିବା ବେଳେ ,ସେପଟେ ଦୁଇଦିନ ତଳେ ଖଣ୍ଡ ପଡ଼ା ଗ୍ରାମ ରାମଚନ୍ଦ୍ର ଙ୍କ ସ୍ତ୍ରୀ ପ୍ରସୂତି କରିନପାରି ମୃତୁ ବରଣ କରିଥିବାବେଳେ ଗତ କାଲି ମଧ୍ୟାହ୍ନ ରେ ଏକ ନବଜାତ ଶିଶୁ ପାଳ ଗଦା ତଳୁ ମିଳିଥିବା ରୁ ରାମଚନ୍ଦ୍ର ଙ୍କ ପରିବାର ଲୋକେ ନବଜାତ ଶିଶୁ ଟି ଆମର ବୋଲି ଦାବି କରୁଛନ୍ତ