ଭୀମଖୋଜ ଗାଁ ବୁଲାଣିରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ସମ୍ବଲପୁର-କଟକ ଜାତୀୟ ରାଜପଥ ତଥା ଯୁଯୁମୁରା ଥାନା ଅନ୍ତର୍ଗତ ଭୀମଖୋଜ ଗାଁ ବୁଲାଣିରେ ସୋମବାର ଅପରାହ୍ନରେ ଚାରିଟାରେ ବାଇକ ଆରୋହୀ ତଥା କ୍ଷେତରାଜପୁର ଥାନା ଅନ୍ତର୍ଗତ ଠାକୁରପଡାର ପ୍ରଦ୍ୟୁମ୍ନ ନାଏକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଅନ୍ୟ ଜଣକ ବଉଦ ଜିଲ୍ଲା ଜାଗତି ଗାଁ ର ଜୟଦେବ ସେଠୀ ବୋଲି ଜଣାପଡ଼ିଛି । ଶ୍ରୀ ସେଠୀଙ୍କ ମୁଣ୍ଡ, ଛାତି ଓ ଗୋଡ଼ରେ ଆଘାତ ଲାଗି ଯୁଯୁମୁରା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାନ ଅଛନ୍ତି I ସେପଟେ ମଙ୍ଗଳବାର ପ୍ରଦ୍ୟୁମ୍ନଙ୍କ ମୃତ ଦେହ ବ୍ୟବଚ୍ଛେଦ କାର୍ଯ୍ୟ କରାଯିବ ବୋଲି ସ୍ଥାନୀୟ ପୁଲି