ଛତ୍ରପୁର: ବ୍ରହ୍ମପୁର କମାପଲ୍ଲୀ ଠାରେ ଚାଲିଛି ଦୁର୍ଗତିନାସିନୀଙ୍କ ପୂଜା, ଯୋଗଦେଲେ ମେୟର
ବ୍ରହ୍ମପୁର ସ୍ଥିତ କମାପଲ୍ଲୀ ଠାରେ ଦେବୀ ଦୁର୍ଗାଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହେଉଛି। ସୋମବାର ସଂନ୍ଧ୍ଯାରେ ମା ଦୁର୍ଗା ଙ୍କ ପୂଜା ମଣ୍ଡପ ପରିଦର୍ଶନ କରି ମା ଦୁର୍ଗାଙ୍କ ସପ୍ତମୀ ପୂଜାରେ ସାମିଲ ହୋଇଛନ୍ତି ମେୟର ସଂଘମିତ୍ରା ଦଳେଇ। ସପ୍ତମୀରେ ହୋମଯଜ୍ଞ ଓ ମନ୍ତ୍ରପାଠ ସହ ମଣ୍ଡପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ମାଆଙ୍କ ଦର୍ଶନ କରି ଆଶିଷ ନେଉଛନ୍ତି ଅଗଣିତ ଶ୍ରଦ୍ଧାଳୁ ।