ସୋନପୁର: ସୋନପୁରରେ ତମାଖୁ ମୁକ୍ତ ଯୁବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୂଚନା ଅନୁସାରେ ଆଜି ଅପରାହ୍ନ 12.30 ମିନିଟ ସମୟରେ ସଦର ସୋନପୁର ମହାରାଜା ଉଚ୍ଚ ବିଦ୍ୟାଳୟରେ ତମାଖୁ ମୁକ୍ତ ଯୁବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଆଶିଷ ରଞ୍ଜନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଚିତ୍ତ ରଞ୍ଜନ ତ୍ରିପାଠୀ, ଡାକ୍ତର ସରୋଜ କୁମାର ପଟେଲ, ଡାକ୍ତର ଲୋପାମୁଦ୍ରା ପ୍ରଧାନ ଓ ଫାର୍ମାସିଷ୍ଟ ହୃଷିକେଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶରୀର ଉପରେ ତମାଖୁ ସେବନର କ୍ଷତିକାରକ ପ୍ରଭାପ