କୁରସୁଡ଼ ନୀଳଚକ୍ର ଫୁଟବଲ ଟୁଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲା ବିଜେପି ଜିଲ୍ଳା ସଭାପତି ଶ୍ରୀ ବତ୍ସ ବେହେରା , ସମ୍ମାନିତ ଅତିଥି ଭାବେ ବିଜେପି ନେତା ମୁକେଶ ଜୈନ, କୁର ସୁଡ ସରପଞ୍ଚ ପ୍ରତିନିଧି ନିମାଇଁ ଚରଣ ବେହେରା ଓ ଅନ୍ୟ ଅତିଥି ମାନେ ଯୋଗଦେଇଥିଲେ ।ଏହି ପ୍ରତିଯୋଗିତାରେ ଫାଇନାଲ ମ୍ୟାଚ କୁରସୁଡ଼ ଓ କଣ୍ଟାମାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା , ସେଥିରେ କୁରସୁଡ଼ ଦଳ ୪-୦ ଗୋଲରେ ବିଜୟି ହୋଇଛି!! ସୁନ୍ଦର ଆୟୋଜନ ପାଇଁ ନୀଳଚକ୍ର ଫୁଟବଲ କମିଟିକୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରିଥିଲେ ଅତିଥି