କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ଜାତୀୟ ରାଜପଥ ପରମେଶ୍ବର ମନ୍ଦିର ନିକଟରେ ବୁଧବାର ସକାଳେ ଘଟିଛି ଏକ ଦୁଃଖଦ ଘଟଣା। ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ ଯୁବକଙ୍କ ଜଣଙ୍କ ହେଉଛନ୍ତି ସାହାରପଡା ବ୍ଲକ ମଲ୍ଲାରପଦା ପଞ୍ଚାୟତ ଅନ୍ତର୍ଗତ ବିନିଦା ଗ୍ରାମର ଜିତେନ୍ଦ୍ର ନାଏକ ବୋଲି ଜଣାପଡିଛି ଖବର ପାଇ ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।