ବାଲିକୁଦା: ବାଲିକୁଦା ବ୍ଲକ କଣିଆ ଈଶ୍ୱରପୁର କାଯ୍ୟାଳୟରେ ଯାଦବ ମହାସଭାର ଜରୁରୀ ବୈଠକ ଅନୁଷ୍ଠିତ l
ବାଲିକୁଦା ବ୍ଲକ କଣିଆ ଈଶ୍ୱରପୁର କାଯ୍ୟାଳୟରେ ଯାଦବ ମହାସଭାର ଜରୁରୀ ବୈଠକ ଅନୁଷ୍ଠିତ l ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଯାଦବ ମହାସଭା ର କାଯ୍ୟାଳୟ କଣିଆ ଈଶ୍ୱରପୁର ସନ୍ଧ୍ୟା 7ଘଟିକା ସମୟରେ ବାଲିକୁଦା ବ୍ଲକ ଯାଦବ ମହାସଭାର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ବାଲିକୁଦା ବ୍ଲକ ର ଯାଦବ ଭାଇ ମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିବା ଦେଖାଦେଇଛି