ଜୁନାଗଡ: ଗୋଲାମୁଣ୍ଡା ବ୍ଲକ୍ କାର୍ଯାଳୟ ସମ୍ମୁଖରେ ସି.ଆର୍. ପି ଓ ଏମ୍.ବି.କେ କର୍ମୀଙ୍କ ଗଣ ଧାରଣା ପଞ୍ଚମ ଦିନରେ
ଗୋଲାମୁଣ୍ଡା ବ୍ଲକ୍ କାର୍ଯାଳୟ ସମ୍ମୁଖରେ ସି.ଆର୍. ପି ଓ ଏମ୍.ବି.କେ କର୍ମୀଙ୍କ ଗଣ ଧାରଣା ପଞ୍ଚମ ଦିନରେ ଆଜି 26ତାରିଖ ଶୁକ୍ରବାର ସକାଳ 10ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୋଲାମୁଣ୍ଡା ଅଞ୍ଚଳର କାର୍ଯ୍ୟରତ ସି.ଆର୍.ପି ଓ ଏମ୍.ବି.କେ ମାନଙ୍କ ନ୍ୟାର୍ଯ୍ୟ ଦାବି ପାଇଁ ଗଣଧାରଣା ପଞ୍ଚମ ଦିନରେ ପହଁଚିଛି ଗୋଲାମୁଣ୍ଡା ବ୍ଲକରେ ଦୀର୍ଘ ଦିନରୁ ଓଏଲ୍ ଏମ୍ ଓ ମିଶନ ଶକ୍ତି ଜରିଆରେ ଗାଁ ରୁ ସହର ମାନଙ୍କରେ ଏମ୍.ବି.କେ ଓ ସି.ଆର୍.ପି ମାନେ ନାରୀ ସଶକ୍ତିକରଣ ଓ ଜୀବିକା ନିର୍ବାହ ଉପରେ କାର୍ଯ୍ୟ କରି ଆସୁଛନ୍ତି