କଟକ ପୌରାଞ୍ଚଳ: କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗର ଟାଙ୍ଗୀ ଟୋଲ ଗେଟ ନିକଟରେ ଚଢ଼ାଉ, ୨ ଗଞ୍ଜେଇ ବେପାରୀ ଗିରଫ
Cuttack M Corp PS, Cuttack | Aug 19, 2025
ଏକ କାର ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ସୂଚନା ପାଇଥିଲା। ଅବକାରୀ ବିଭାଗର ଏକ ଦଳ ମଙ୍ଗଳବାର ଦିନ...