ଜଟଣୀ: ପାତ୍ରପଡା ଠାରେ ଅନୁଷ୍ଠିତ ଲୋକ କଳା ଉତ୍ସବରେ ମିନାକ୍ଷୀ ମିଶ୍ର ଓ ଅରବିନ୍ଦ ଜେନା ରଖିଲେ ପ୍ରତିକ୍ରିୟା
Jatani, Khordha | Sep 10, 2025 ଜଟଣୀ ପାତ୍ରପଡା ଠାରେ ଅନୁଷ୍ଠିତ ଲୋକ କଳା ଉତ୍ସବରେ ନୀଳଶୈଳ ସଙ୍ଗୀତ ଏକାଡେମୀର ଉପଦେଷ୍ଟା ମିନାକ୍ଷୀ ମିଶ୍ର ଓ ଅଭିନେତା ଅରବିନ୍ଦ ଜେନା ପ୍ରତିକ୍ରିୟା ରଖିଥିଲେ | ସେମାନେ 10 ତାରିଖ ରାତି 10 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଥିଲେ |