Public App Logo
Jansamasya
National
Bihar
Madhya_pradesh
Indianrailways
New_delhi
Chandigarh
South_delhi
Shahdara
Beattheheat
���हीद_दिवस
North_east_delhi
Nagaland
East_delhi
Tbmuktbharat
North_delhi
West_delhi
Notoadulteration
Railone
Railinfra4uttarpradesh
North_west_delhi
���िश्व_जल_दिवस
Thodadhyanse
Educationforall
Capacitybuilding
Worldwaterday
Railsafety
Chaitranavratri
���ंतर्राष्ट्रीय_वन_दिवस
Kalpanachawla

ଜଟଣୀ: ରାମଚନ୍ଦ୍ରପୁର ବଜାରରେ ଜଟଣୀ ପ୍ରଗତି ପରିଷଦ ପକ୍ଷରୁ ଅନୁଷ୍ଠିତ ସାମାଜିକ କାର୍ଯ୍ୟକ୍ରମରେ ବିଧାୟକ ଓ ବିଜେଡି ସମ୍ପାଦକ ରଖିଲେ ପ୍ରତିକ୍ରିୟା

Jatani, Khordha | Sep 8, 2025
ଜଟଣୀ ରାମଚନ୍ଦ୍ରପୁର ବଜାର ଠାରେ ଜଟଣୀ ପ୍ରଗତି ପରିଷଦ ପକ୍ଷରୁ ଅନୁଷ୍ଠିତ ସାମାଜିକ କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଓ ଖୋର୍ଦ୍ଧା ଜିଲ୍ଲା ବିଜେଡି ସମ୍ପାଦକ ତଥା ପରିଷଦ କର୍ମକର୍ତ୍ତା ସନ୍ତୋଷ କୁମାର ହୋତା ରଖିଲେ ପ୍ରତିକ୍ରିୟା | ସେମାନେ ଆଜି ଅପରାହ୍ନ ସାଢେ 5 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଛନ୍ତି |