ବାରିପଦା ମ୍ୟୁନିସିପାଲଟି: MSCB ବିଶ୍ୱବିଦ୍ୟାଳୟ ଛାତ୍ରୀ ହଷ୍ଟେଲ ସମସ୍ୟା ନେଇ ଅସନ୍ତୋଷ; ଫାଟକରେ ତାଲା ପକାଇ ବିକ୍ଷୋଭ କଲେ ଛାତ୍ରୀ #jansamasya
Baripada M, Mayurbhanj | Sep 4, 2025
ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ ଥମିବାର ନାଁ ନେଉନି। ଗୋଟିଏ ଦିନର ବ୍ୟବଧାନ ପରେ ପୁଣି...