କଳିଙ୍ଗା ଘାଟିର ଭୁ ସ୍ପଳନ ସ୍ଥାନରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ବୁଲି ଦେଖିଲେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ।ସେ ଭୁ ସ୍ପଳନ ସ୍ଥାନ ବୁଲି ଦେଖିବା ସହ ସେଠାରେ ବର୍ତ୍ତମାନ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ଦେଖିଥିଲେ।ଯାନ ବାହାନ କିପରି ସୁରକ୍ଷିତ ଭାବେ ଯାଇ ପାରିବ ସେ ଉପରେ ଆଲୋଚନା କରିଥିଲେ।