ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ମାରକାବେଡା ଜଙ୍ଗଲରେ ଜଣେ ମାଓବାଦୀକୁ ଗିରଫ ସହ ଅସ୍ତ୍ରଶସ୍ତ୍ର ଜବତ କଲେ ଯବାନ
Malkangiri, Malkangiri | Aug 24, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ମାରକାବେଡା ଜଂଗଲରେ ଆଇଟିବିପି ଓ ଡିଆରଜି ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି...