ବଲାଙ୍ଗୀର: ଦେଓଗାଁ ବ୍ଲକ ସାଗରପାଲି ନିକଟରେ ବନ୍ଦ ପଡ଼ିଥିବା ଚିନିକଳ ପୁନରୁଦ୍ଧାର ଆଶାରେ ବିଶ୍ୱକର୍ମା ପୂଜା
ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ସାଗରପାଲି ନିକଟରେ ବନ୍ଦ ପଡିଥିବା ଚିନିକଳ ପୁନଃ ପୁନଃ ଚାଲୁ କରିବା ପାଇଁ ପଶ୍ଚିମ ଓଡିଶା ସେବା ସଂଘ ସମେତ କେତେକ ସଂଗଠନ ମିଳିତ ଭାବେ ବିଶ୍ବକମା ପୂଜା କରିବା ଆଗାମୀ ଦିନରେ ଓଡିଶା ସରକାର ଚାଲୁ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥୀବାରୁ ଚାଷୀ ଅନେକ ଆଶା କରାଯାଉଛି ଆଜି ଚିନିକଳ ମୁଖ୍ଯଫାଟକ ସମ୍ମୁଖରେ ବିଶ୍ବକମାପୂଜା କରିଥିଲେ ବିଭିନ୍ନ ନାରାଦେଉଇଥିଲେ ଏ ଅବସରରେ ପଶ୍ଚିମ ଓଡିଶା ସେବା ସଂଘ ସଭାପତି ରାଜେଶ ବଗତ୍ତୀ ମଯ ସାହୁ ଅଜିତ ରଣା ରାମ ବାଗ ଅଭଷ ବାଗ କୂଳମଣୀ ରଣା ପ୍ରମୁଖ ଯୋଗଦେଇ ଥିଲେ