ଧର୍ମଗଡ: ,ଧର୍ମଗଡ଼ ରେ ଓବିସି ସଙ୍ଘ ର ସାଧାରଣ ବୈଠକ ଓ କମିଟି ଗଠନ
ସାମ୍ବିଧାନିକ ହକ ଅଧିକାର ଉପରେ ଆଲୋଚନା
ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଓବିସି ସମାଜର ସାମ୍ବିଧାନିକ ହକ ଅଧିକାର ପାଇଁ ସ୍ଥାନୀୟ ଭୀମଖୋଜପଡା ଶୈବ ପୀଠ ଠାରେ ଓବିସି ମଞ୍ଚ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଳ ଙ୍କ ସଭାପତିତ୍ୱରେ ଓ ବ୍ଲକ ସଭାପତି ପ୍ରମୋଦ ହଂସ ଙ୍କ ନେତୃତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ବ୍ଲକ ସଂପାଦକ ଏକାଦଶୀ ଗୋପାଳ, ବ୍ଲକ ଯୁବ ସଂପାଦକ ସୁଧୀର ଗୋପାଳ, ଡ. ଦୁଷ୍ମନ୍ତ ଯାଦବ, ଶିକ୍ଷାବିତ ଗିରିଧର ସାହୁ ପ୍ରମୁଖ ଯୋଗଦାନ କରିଥିଲେ।