ରାୟଗଡା: ଗୁରୁବାର ଓଡ଼ିଶା ବନ୍ଦ ପ୍ରସଙ୍ଗ:ରାୟଗଡ଼ା ଜିଲ୍ଲାପ୍ରଶାସନ ତରଫରୁ ୧୮ଜଣ ଏକଜ୍ୟୁଟିଭ ମାଜିଷ୍ଟ୍ରେଟ ଭାବରେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି
Rayagada, Rayagada | Jul 16, 2025
ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ୧୮ଜଣ ତହସିଲଦାର ଙ୍କୁ...