ବଲାଙ୍ଗିର: ବେଆଇନ ଭାବେ ବାହାର ରଜ୍ୟ କୁ ଦାଦନ୍ ଚାଲାଣ ଅଭିୋଗରେ ଦୁଇ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ ବଲାଙ୍ଗିର ସଦର ଥାନା ଅଧୀନ ସିଂଘାନିମୁଣ୍ଡା ଗ୍ରାମର ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଦାଢ଼ି ରାଉତ ଏବଂ କପୁରା ଦିପ୍ ଏମାନଙ୍କର ଆବିରୋଧରେ ସଦର ଥାନା ମାମଲା ରୁଜୁ ହୋଈ ଗିରଫ ପରେ ଦୁହେଁ ଅଭିଯୁକ୍ତଙ୍କୁ ଆଜି ନ୍ୟାୟାଳୟକୁ ପଠାଯାଇଛି ବୋଲି ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାବିଭାଗୀୟ ହାଜତ କୁ ପଠାଇ ଦିଆ ଜାଇ ଥିବା ଆଜି ଅପରାହ୍ନ ୪ଟା ସମୟରେ ପୁଲିସ ସୂତ୍ରରୁ ଜଣାପଡ଼ିଛି।