ଝାରସୁଗୁଡା: ଝାରସୁଗୁଡ଼ା ଲାଇକେରା ର ଗଞ୍ଜୁଡ଼ିହି ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଲେ ଝାରସୁଗୁଡ଼ା ବିଧାୟକ
ଆଜି ମହା ବିଷୁବ ସଂକ୍ରାନ୍ତି ରେ ଏହି ଅବସରରେ ରେ ଆଜି ଝାରସୁଗୁଡ଼ା ଲାଇକେରା ର ଗଞ୍ଜୁଡ଼ିହି ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଆଜି ସକାଳ ୧୦ ଟା ରେ ଯୋଗ ଦେଇଥିଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ,ଶ୍ରୀ ବିଧାୟକ ଗଞ୍ଜୁଡ଼ିହି ଗ୍ରାମରେ ପହଞ୍ଚିବା ପରେ ଶ୍ରୀ ତ୍ରିପାଠୀ ଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଗ୍ରାମ ବାସୀ , ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହି ଥିଲେ ଏହି କାର୍ଯ୍ୟ କ୍ରମ ରେ ଯୋଗ ଦେଇ ନିଜକୁ ଧନ୍ୟ ମନେ କଲି ପବନ ପୁତ୍ର ହନୁମାନଙ୍କ ନିକଟରେ ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି।