ବାରିପଦା ସହର ସ୍ଥିତ ଡିଭାଇନ ଗ୍ରୁପ ଅଫ ଇନ୍ସିଚ୍ୟୁଟ ର ବାର୍ଷିକ ଉତ୍ସବ ଶନିବାର ଆରମ୍ଭ ହୋଇ ରବିବାର ଦିନ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ଯୋଗ ଦେଇଥିଲେ।