ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ଏନ ଏସି ରେ ଥିବା ମଳପଙ୍କ ପରିଚାଳନା କେନ୍ଦ୍ର ଠାରେ ପ୍ରଶାସନିକ ଗୃହ ର ଶୁଭ ଉଦଘାଟନ କରିଛନ୍ତି ସାଂସଦ ଓ ବିଧାୟକ
Bhadrak Rural, Bhadrak | Aug 31, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ ଏସି ରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଚାନ୍ଦବାଲି ଏନ ଏସି ରେ ଥିବା ମଳପଙ୍କ ପରିଚାଳନା କେନ୍ଦ୍ର...