ଜୟପୁର: ଜୟପୁରର କ୍ରିକେଟର ଆଦିତ୍ୟ ରାଉତ Odisha Pro T20 ଲିଗରେ ଖେଳିବେ ଏନେଇ ଆଜି ବାପା ବାରିଣୀପୁଟ ଠାରେ ଦେଲେ ସୂଚନା
ଜୟପୁରର କ୍ରିକେଟର ଆଦିତ୍ୟ ରାଉତ Odisha Pro T20 ଲିଗରେ ଖେଳିବେ । Star Sports ରେ ଏହାର ସିଧା ପ୍ରସାରଣ ହେବ। ଆଜି ଠାରୁ ଆରମ୍ଭ ହୋଇଛି ଏହି ଲିଗ୍ । ପୁଅ ଆଦିତ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ବାପା ବାବୁଲା ରାଉତ। ଏନେଇ ବାରିଣୀପୁଟ ଠାରେ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଗଣ ମାଧ୍ୟମକୁ ସୂଚନା ଦେଇ ଛନ୍ତି l