ଜି ଉଦୟଗିରି: ରାଇକିଆ ବ୍ଲକ ସଭା ଗୃହରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି
ରାଇକିଆ ବ୍ଲକ ସଭା ଗୃହରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି. ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ କୁଶଳ ନାୟକ ଯୋଗ ଦେଇ ଅଭିଯୋଗ ଶୁଣିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ, ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି, ସ୍ଥାନୀୟ ବିଡ଼ିଓ, ଜିଲ୍ଲା ଶିକ୍ଷା ଅଧିକାରୀ, ଙ୍କ ସମତେ ବହୁ ପଦାଧିକାରୀ ଯୋଗ ଦେଇଥିଲେ. ବ୍ଲକ ର ବିଭିନ୍ନ ସ୍ଥାନରୁ ବହୁ ଲୋକ ଆସି ସେମାନଙ୍କ ଅଭିଯୋଗ ଶୁଣାଇଥିଲେ.