ଖଲ୍ଲିକୋଟ୍: ସାନ ଘାଟି ଓ ହରିଡ଼ାମୂଳ ଠାରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ର ଚଢ଼ାଉ; ୫୫ କିଲୋ ଗଞ୍ଜେଇ ସହ ୩ ଟି କାର ଜବତ, ୬ ଜଣ ଗିରଫ
Khalikote, Ganjam | Sep 11, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନ ଘାଟି ଓ ହରିଡ଼ାମୂଳ ଠାରେ ଆଜି ସକାଳ ପ୍ରାୟ ୭ ଟା ସମୟରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ୫୫...