ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣଙ୍କ ଦ୍ଵାରା ଜିଲ୍ଲା ଶିଳ୍ପ କେନ୍ଦ୍ର ଏବଂ ଝାରସୁଗୁଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଚାନକ ପରିଦର୍ଶନ କରିଛନ୍ତି। ତେବେ ଆଜି ଦିନ ଦୁଇଟା ତିରିଶ ସମୟରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ଜିଲ୍ଲା ଶିଳ୍ପ କେନ୍ଦ୍ର ଏବଂ ଝାରସୁଗୁଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଚାନକ ପରିଦର୍ଶନ କରି କର୍ମଚାରୀ ଙ୍କ ସହିତ ଆଲୋଚନା କରିଛନ୍ତି। ଉଭୟ କାର୍ଯ୍ୟାଳୟ ପରିଦର୍ଶନ କରି କିପରି କାର୍ଯ୍ୟ ଚାଲୁଛି ତାକୁ ନେଇ ଆଲୋଚନା କରିଥିଲେ। ଏହା ସହିତ ଅଧିକାରୀ ଓ କର୍ମଚାରୀଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ ଝାରସୁଗୁଡା ଜିଲ୍ଲାପାଳ