ଜଗତସିଂହପୁର: ମଙ୍ଗରାଜପୂର୍ ଗ୍ରାମର ଜଣେ ବ୍ୟକ୍ତି ଙ୍କ ଘର ଭିତରକୁ ଏକ 5 ପୁଟ ନାଗ ସାପ କୁ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା
Jagatsinghapur, Jagatsinghpur | Aug 17, 2025
ମଙ୍ଗରାଜପୂର୍ ଗ୍ରାମର ସାଇଅର୍ପିତା ପଣ୍ଡା ଙ୍କ ବାସଭବନ ଭିତରକୁ ଏକ 5 ପୁଟ ନାଗ ସାପ ପଶି ଯାଇଥିଲା ସାଇଅର୍ପିତା ସାପକୁ ଦେଖି ଭୟରେ ସାଇ ପଡ଼ିଶା...