ଭେନିଜୁଆଲା ଉପରେ ଆମେରିକାର ଆକ୍ରମଣ ବନ୍ଦକର ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରା ଓ ପତ୍ନୀଙ୍କୁ ଅତିଶୀଘ୍ର ମୁକ୍ତିକର ଦାବିରେ ସି ପି ଏମ ପକ୍ଷରୁ ଏକ ପ୍ରତିବାଦ ସଭା କମାପଲି ଛକଠାରେ ଅନୁଷ୍ଠିତ ହୋଇଥିଲା।ମଂଗଳବାର ଅପରାହ୍ନରେ ଏଥିରେ ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ଟ୍ରମ୍ପଙ୍କର ଏହି ଅଗଣତାନ୍ତ୍ରିକ କାର୍ଯ୍ୟର ତୀଵ୍ରସମାଲୋଚନା କରି ଟ୍ରମ୍ପକୁ ଏକ ବିଶ୍ୱ ସନ୍ତ୍ରାସବାଦୀବାଦୀ ବୋଲି ବର୍ଣ୍ଣନା କରିଥିଲେ।