ଜୟପୁର: ଜୟପୁର ବନଖଣ୍ଡର ବି ସିଂହ ପୁର ଗ୍ରାମ ରେ ପୁଣି ଭାଲୁ ଆତଙ୍କ, ଭିଡିଓ ଭାଇରାଲ
ଜୟପୁର ବନଖଣ୍ଡ ବି ସିଂହ ପୁର ଗ୍ରାମ ରେ ପୁଣି ଭାଲୁ ଆତଙ୍କ।କିଛି ଦିନ ତଳେ ବିସିଂପୁର ମୁଖ୍ୟ ରାସ୍ତାରେ ଜଣେ ବୃଦ୍ଧା ଭାଲୁ ଆକ୍ରମଣ ରେ ମୃତ୍ୟୁ ହୋଇଥିଲା।କିଛି ଦିନ ଧରି ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି। ପୁଣି ସନ୍ଧ୍ୟାରେ ବିସିଂପୁର ସବ ଷ୍ଟେସନ ଭିତରକୁ ପଶିଲେ ୩ ଭାଲୁ।ଆଜି ସଂନ୍ଧ୍ୟା 7ଟା ରେ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି ଭିଡିଓ l