ବାରିପଦା ମ୍ୟୁନିସିପାଲଟି: ବାରିପଦା ରାସ୍ତା ଏବେ ମରଣଯନ୍ତା; ତୁରନ୍ତ ମରାମତି ପାଇଁ ଦାବୀକରି ଛଉ ପଡିଆ ଠାରେ ପ୍ରତିକ୍ରିୟା ଦେଲେ ମାସାଆର୍ମୀ ରାଜ୍ୟ ସଭାପତି
Baripada M, Mayurbhanj | Sep 9, 2025
ବାରିପଦା ସହରର ସବୁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଖାଲ ଖମାରେ ଭର୍ତ୍ତି ହୋଇଯାଇଛି। ଏହାକୁ ତୁରନ୍ତ ମରାମତି ପାଇଁ ଦାବୀ କରିଛି ମାସାଆର୍ମୀ।...