ରାଉରକେଲା ମ୍ୟୁନିସିପାଲଟି: ବିଶ୍ରା ରୋଡ଼ ଠାରେ ଆର୍ଏସପିରେ ଠିକାଶ୍ରମିକମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ବେଆଇନ କାର୍ଯ୍ୟକୁ ନେଇ ଏଚ୍ଏମ୍ଏସ୍ର ଉଦ୍ବେଗ
ଆଜି ଶୁକ୍ରବାର ଦିନ ୧୨ଟା ସମୟରେ ବିଶ୍ରା ରୋଡ଼ ଠାରେ ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ହଜାର ହଜାର ଠିକାଶ୍ରମିକଙ୍କ ସ୍ୱାର୍ଥ ପ୍ରତି ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ହିନ୍ଦ୍ ମଜ୍ଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ଏହାଧିକ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମଧ୍ୟରେ ରହିଛି ଠିକା ଶ୍ରମିକମାନଙ୍କ ପ୍ରତି ଅନ୍ୟାୟ ଓ ବେଆଇନ କାର୍ଯ୍ୟକଳାପ। ବିଶେଷ କରି ଠିକା ଶ୍ରମିକମାନଙ୍କୁ ନିୟମ ମୁତାବକ ଆବଧ୍ୟକ ସୁବିଧା ନଦେବା, ମନମୁଖୀ ଛଟେଇକୁ ନେଇ ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଏ ନେଇ ସେ ଛଟେଇ