ତାଳଚେର ସଦର: ତାଳଚେର କେନ୍ଦ୍ରୀୟ ବିଦ୍ୟାଳୟର ସୁରକ୍ଷା କର୍ମୀଙ୍କ ମୋବାଇଲ ଚୋରି ଥାନାରେ ଅଭିଯୋଗ ।
ତାଳଚେର କେନ୍ଦ୍ରୀୟ ବିଦ୍ୟାଳୟରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ସମଲ ଥାନା ଅଞ୍ଚଳର ଜୈ ନିକ ବ୍ୟକ୍ତିଙ୍କ ଶନିବାର ସକାଳ ୬ ଘଟିକା ସମୟରେ କେହି ଦୁର୍ବୁତ୍ତ ମୋବାଇଲ ଚୋରି କରି ନେଇଯାଇଥିବାରୁ ତାଳଚେର ଥାନାରେ ଅଭିଯୋଗ କରି ପ୍ରତିକ୍ରିୟା ରଖିଛନ୍ତି ।