ଜୁନାଗଡ: ଖମାରହଳଦୀ ପଞ୍ଚାୟତ ନିକଟରେ କାର କୁ ଧକା ଦେଲା ଟ୍ରକ
ଖମାରହଳଦୀ ପଞ୍ଚାୟତ ନିକଟରେ କାର କୁ ଧକା ଦେଲା ଟ୍ରକ ଆଜି 14ତାରିଖ ମଙ୍ଗଳବାର ସକାଳ 10.45ରେ ଖମାରହଳଦୀ ନିକଟରେ ଏକ କାର କୁ ଟ୍ରକ ଧକ୍କା ଦେବା ଫଳରେ କାର ଟି ଚୁର ମାର ହୋଇଯାଇଛି ତେବେ ଉଭୟ ଗାଡି ଗୋଲାମୁଣ୍ଡା ପଟୁ ଧର୍ମଗଡ଼ ପଟେ ଯାଉଥିବା ବେଳେ ଓଭର ଟେକ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ତେବେ ଏହି ଦୁର୍ଘଟଣାରେ କେହି କିଛି ହୋଇନଥିବା ବେଳେ ଗୋଲାମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି