ବରଗଡ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ଅଣାଗଲା ପପଙ୍ଗା ପାହାଡ଼ରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକଙ୍କ ଶବ
Bargarh, Bargarh (Baragarh) | Sep 2, 2025
ମଙ୍ଗଳବାର ଅପରାହ୍ନ 3 ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ଅଣାଗଲା ପପଙ୍ଗା ପାହାଡରେ ଝୁଲନ୍ତା ଅବସ୍ଥାରେ...