ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍କ ଗାଁରେ ସଫେଇ କର୍ମଚାରୀ ଚାକିରି ନାଁ ରେ ଠକାମିର ଶିକାର ହେଲେ ପୁରୁଷ ଓ ମହିଳା l ଏନେଇ ଆଜି ଅପର୍ହ୍ନର ପ୍ରାୟ 3ଟା ସମୟରେ ବିର୍ମାହାର୍ଜପୂର୍ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ହିଲୁଙ୍ଗ ଗ୍ରାମରେ ସଫେଇ କର୍ମଚାରୀ ଚାକିରି କରେଇଦେବା ନାଁ ରେ ଜଣେ ଦଲାଲ। ମହିଳା ଓ ପୁରୁଷ ମଣକ ଠାରୁ 12 ହଜାର ଟଙ୍କା ଲେଖାଏଁ ନେଇଥିଲ l ଚାକିରି ନାଁରେ ଠକେଇ କରିଥିବା ଏକ ରେକେଟ୍ କାମ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଶାୟୀ ମହିଳା ଓ ପୁରୁଷ ମାନ