ବଲାଙ୍ଗୀର ଜିଲ୍ଲାର ଉପର ଉ ଦାର ଗ୍ରାମ ଅଞ୍ଚଳ ରେ ବିଷପାନ କରି ଜଣେ ବ୍ୟକ୍ତି ଗୁରୁତର ମେଡ଼ିକାଲରେ ଭର୍ତ୍ତି ବ୍ୟକ୍ତି ଜଣକ ନିଗମ ସେଲମା ବୋଲି ଚିହ୍ନଟ ହୋଇଛନ୍ତି ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣି ଆଜି ରାତି ୧୦ଟା ସମୟରେ ଭର୍ତ୍ତି କରାଯାଇଛି। ପରିବାର ସ୍ତରରୁ ବିଷପାନର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି। ଡାକ୍ତରମାନଙ୍କ କହିବା ଅନୁଯାୟୀ, ତାଙ୍କର ସ୍ୱାସ୍ଥ୍ୟରେ ସ୍ଥିରତା ଆଣିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି।