ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଝାରସୁଗୁଡ଼ା ପକ୍ଷରୁ ଝାରସୁଗୁଡା ଜିଲ୍ଲା କୋର୍ଟ ପରିସରରେ ଆଜି ସକାଳ ଦଶଟା ସମୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସାଧୁତା ର ଶପଥ ପାଠ କାର୍ଯ୍ଯକ୍ରମ ଜିଲ୍ଲା ଓ ଦୌରାଜଜଙ୍କ ତଥା ପ୍ରାଧିକରଣ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲା କୋର୍ଟ ର ସମସ୍ତ ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ କର୍ମଚାରୀ ମାନେ ଶପଥ ପାଠ କରିଥିଲେ । ଜିଲ୍ଲା ଓ ଦୌରାଜଜଙ୍କ ତଥା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ନାୟକ ଏହି ଅବସରରେ ସମସ୍ତଙ୍କୁ ନିଜର କର୍ମକ୍ଷେତ୍ର ରେ ସାଧୁତା ଅବଲମ୍ବନ କରିବା ପାଇଁ ସମସ୍ତ