ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବଲାଙ୍ଗୀର ସହରରେ ବିଭିନ୍ନ ସ୍ଥାନରେ ଅସହାୟ ଓ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଶୀତର ତୀବ୍ର ଲହରୀ ମଧ୍ୟରେ ରାତି କାଟୁଥିବା ଅସହାୟ ବ୍ୟକ୍ତିମାନଙ୍କୁ ଶୀତ ଦାଉରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସଂଘତନ। ତରଫ ରୁ ଆଜି ରାତି ୭ଟା ୩୦ମିନିଟ୍ ସମୟରେ ସୂଚନା ଦିଆ ଯାଇଚି ସଂଗଠନ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ସେବାମୂଳକ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଛି। ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଦେବରାଜ ନାଗ, ତନ୍ମୟ ପଟେଲ, ଅଙ୍କିତ ସାହୁ, ରାଜୀବ ପ୍ରମାନିକ, ସୁମିତ ମିଶ୍ର, ରାକେଶ ବହିଦାର,