ବୀରମହାରାଜପୁର: କଲାପଥର ନିକଟ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ବିଛାଇ ଥିବା ବୋମା ଫାଟି ହେଟା ବାଘ ଗୁରୁତର, ଉଦ୍ଧାର କଲା ବନବିଭାଗ
Biramaharajpur, Subarnapur (Sonepur) | Aug 26, 2025
ଉଲୁଣ୍ଡା ବନ୍ୟାଞ୍ଚଳ ଅଧିନସ୍ଥ କଲାପଥର ନିକଟ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ବିଛାଇ ଥିବା ବୋମା ଫାଟି ଗୁରୁତର ହୋଇଥିବା ହେଟା ବାଘକୁ ଉଦ୍ଧାର...