ସଦର: ଧର୍ମଗଡ: ଭତ୍ତା ଟଙ୍କା ଆଣିଯିବା ହେଲା କାଳ,
ବ୍ୟାଙ୍କ ଯିବା ବାଟରେ ଧର୍ମଗଡ ଜୋର ନିକଟରେ ବାଇକ ଧକ୍କା ରେ ବୃଦ୍ଧ ଗୁରୁତର।
Sadar, Kalahandi | Sep 12, 2025
କୁଟୁରୁ ଗାଁର ବୃଦ୍ଧ ପୂର୍ବ ମାଝୀ ନିଜ ଭତ୍ତା ଟଙ୍କା ପାଇଁ ଧର୍ମଗଡ ବ୍ୟାଙ୍କକୁ ଗାଁରୁ ୬ କିଲୋମିଟର ଚାଲି ଚାଲି ଯାଉଥିବା ବେଳେ ଶୁକ୍ରବାର...