ଭଟଲି: ଭଟଲି ବ୍ଳକ ସଭାଗୃହ ରେ ବ୍ଳକ ସ୍ତରୀୟ ଏକ ଦିବସୀୟ ସ୍ୱଚ୍ଛତା ହିଁ ସେବା ଉପରେ ପ୍ରଶିକ୍ଷଣ ଶିବିର।
ଭଟଲି ବ୍ଳକ ସଭାଗୃହ ରେ ବ୍ଳକ ସ୍ତରୀୟ ଏକ ଦିବସୀୟ ସ୍ୱଚ୍ଛତା ହିଁ ସେବା ଉପରେ ପ୍ରଶିକ୍ଷଣ ଶିବିର।ଭଟଲି ବ୍ଳକର ସଭାଗୃହ ରେ ଆଜି ଦିନ ୧୧ଟାରେ ଭଟଲି ବ୍ଳକ ସ୍ତରୀୟ ଏକ ଦିବସୀୟ ସ୍ୱଚ୍ଛତା ହିଁ ସେବା ଉପରେ ପ୍ରଶିକ୍ଷଣ ଶିବିର ଭଟଲି ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେର ଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା।ଏଥିରେ ଏବିଡ଼ିଓ ଜ୍ୟୋସ୍ନାରାଣୀ ଗଡ଼ତିଆ, ପରିମଳ ଅଧିକାରୀ ମନୀଷ ସାହୁ ଯୋଗଦେଇ ମଞ୍ଚାସିନ ଥିଲେ। ପ୍ଲାଷ୍ଟିକ ବର୍ଜ୍ଜନ, ସଫା ସୁତୁରା, ପିପି କୀଟ ପିନ୍ଧି ସଫା କରିଲେ ଜୀବନ ରେ ବିପଦ ନ ହେବ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।