ସତ୍ୟବାଦୀ: ଜିଲ୍ଲା ସ୍ତରୀୟ ସିଏମ୍ କିଷାନ ଉତ୍ସବ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ, ଯୋଗଦେଲେ ଲୋକସଭା ସାଂସଦ ଓ ସ୍ଥାନୀୟ ବିଧାୟକ
Satyabadi, Puri | Aug 27, 2025
ଆଜି ସମଗ୍ର ରାଜ୍ୟରେ ସମସ୍ତ କୃଷକ ମାନଙ୍କୁ ସିଏମ୍ କିଶାନ ମାଧ୍ୟମରେ ୨ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ସ୍ଥାନୀୟ କୃଷି ବିଜ୍ଞାନ...