ବାରିପଦାର ଭଞ୍ଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା ରବିବାର ଦିନ ମେଳାର ଶେଷ ରାତ୍ରୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗ ଦେଇଥିବା ବେଳେ ମା ଜଗଦ୍ଧାତ୍ରୀ ଙ୍କ ଦର୍ଶନ କରିଛନ୍ତି। ତେବେ ଆଜି ଶେଷ ରାତ୍ରୀରେ ବଲିଉଡ ର ସିଙ୍ଗର ତଥା କୁମାର ସାନୁ ଜୁନିଅର ଭାବେ ପରିଚିତ କାଜିବର୍ ରେହମାନ୍ ଙ୍କ ଗୀତରେ ଦର୍ଶକ ଝୁମିଥିଲେ।