Public App Logo
Jansamasya
National
Fidfimpact
Pmmsy
Fitwithfish
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi

ବାରିପଦା ମ୍ୟୁନିସିପାଲଟି: ପାଣି ସମସ୍ୟା ନେଇ ୧୦ ନମ୍ବର ୱାର୍ଡ଼ ବାସୀଙ୍କ ପକ୍ଷରୁ ଡ଼ୁକୁରା ପମ୍ପ ହାଉସ ଗେଟ ରେ ପକାଇଲେ ତାଲା

Baripada M, Mayurbhanj | Nov 20, 2025
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନ ଡ଼ୁକୁରା ପଞ୍ଚାୟତର ୧୦ ନମ୍ବର ୱାର୍ଡ଼ ବାସୀ ପାନୀୟ ଜଳ ପାଇବାରୁ ବଞ୍ଚିତ ରହୁଥିବା ଏବଂ ପ୍ରଶାସନ ଓ ପଞ୍ଚାୟତର ଉଦାସନୀୟତାକୁ ବିରୋଧ କରି ଉଚ୍ଚ କ୍ଷମତା ସମ୍ପର୍ନ୍ନ ପାଣି ଯୋଗାଣ ପାଇଁ ଥିବା ପମ୍ପ ହାଉସ ରେ ଗୁରୁବାର ଦିନ ପ୍ରାୟ ୨ ଟାରେ ତାଲା ପକାଇଲେ ଗ୍ରାମବାସୀ।

MORE NEWS