ବୀରମହାରାଜପୁର: ତୁଲୁଣ୍ଡୁପାଲି ଗ୍ରାମରେ ବିଷାକ୍ତ ମଦ ପିଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ, ପୋଲିସର ତଦନ୍ତ ଜାରି
ବିନିକା ଥାନା ଅନ୍ତର୍ଗତ ତୁଲୁଣ୍ଡୁପାଲି ଗ୍ରାମରେ ଜଣେ ବ୍ୟକ୍ତି ବିଷାକ୍ତ ମଦ ପିଇ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ତୁଲୁଣ୍ଡୁପାଲି ଗ୍ରାମର ରଘୁ ଭୋଇ ବୋଳି ଜଣାପଡିଛି l ଆଜି ପୁଅଜିଉନ୍ତିଆ ପାଇଁ ଦୁବଘାସ ତୋଳିବାକୁ ଯାଇଥିଲେ l ହେଲେ ସେ ଆଉ ଘରକୁ ଫେରିଥିଲେ l ପରିବାର ଲୋକେ ତାଙ୍କୁ ଅପରାହ୍ନ ପ୍ରାୟ 2ଟା ସମୟରେ ପୋଖରୀ ହୁଡାରେ ପଡ଼ିଥିବା ଦେଖି ତାଙ୍କୁ ବିନିକା ଡାକ୍ତରଖାନା କୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଏହା ବିଷାକ୍ତ ମଦମୃତ୍ୟ ବୋଲି ଅଭିଯୋଗ କରିଥିଲେ। ଆଜି ସନ୍ଧ୍ୟା ହୋଇ ଯିବାରୁ ଆସନ୍ତାକାଲି ମ